ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେ଼ଙ୍କାନାଳ(ମ ସୀ ହା)୦୩/୦୩_ ପ୍ରଶାସନିକ କାର୍ଯାଳୟରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ନ୍ୟାୟ ନମିଳିବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ସଦର ଥାନା ବଳରାମପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପତ୍ନୀ କମଳା ଜେନା ବୋଲି ଜଣାପଡ଼ିଛି । ଜମିବାଡ଼ି ବିବାଦକୁ ନେଇ ବିବାଦ ତାଙ୍କୁ ଆକ୍ରମଣ ଅଭିଯୋଗ ରେ ପୋଲିସ କୁ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ପାଲଟା ତାଙ୍କୁ ଗାଳି ଗୁଲଜ କରିଥିଲେ l ତେବେ ଅତିଷ୍ଠ ହୋଇ ସିଏ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରୂପଶ୍ରୀ

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

କୋରାପୁଟ ଜିଲ୍ଲା ସିମିଳିଗୁଡା ରେ FIDR ସଂସ୍ଥା ପକ୍ଷରୁ ତୃତୀୟ ରାଉଣ୍ଡ ଟେବୁଲ୍ ବୈଠକ

masiha

Leave a Comment

error: Content is protected !!