Uncategorizedଜହ୍ନ ରାତି by Sunil Chandra NayakFebruary 23, 20220199 Share0 ଜହ୍ନରାତି *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା ଦେହ ଭର୍ତ୍ତି…ମନ ଭର୍ତ୍ତି…॥ ୨୩) ତମେ କବି ର ସାଧନା ତୁମେ ବଂଶୀ ର ମୂର୍ଚ୍ଛନା ! ୨୪)କାଳି ନିଅଣ୍ଟ_ତୁମ ରୂପ ପାଇଁ ପ୍ରେମ ନିଅଣ୍ଟ_ ତୁମ ପ୍ରେମ ପାଇଁ ! ______ କୋଲନରା,ରାୟଗଡ଼ା ଜିଲ୍ଲା