ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସରିଲା ଓଡ଼ିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ସମାବେଶ !!! 

ବାଣପୁର:- ଐତିହାସିକ ପଲଟଣ ପଡ଼ିଆରେ ବିଗତ ୩୦୦ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ବାଣପୁର ପଞ୍ଚୁଦୋଳ ଯାତ୍ରା ସୋମବାର ସନ୍ଧ୍ୟାରେ ୭୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଓ ଉପସ୍ଥିତି ରେ ସମାପନ ହୋଇଚି। ରବିବାର ବିଳମ୍ବିତ ରାତ୍ରୀରେ ସ୍ତାନାଧିପତି ପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର, ମା ଭଗବତୀ ଆଠ ଆସନର ଇଷ୍ଟ ଦେବ ରଙ୍କନାଥ ଦେବ, ନଅ ଦେଉଳର ମୁଖ୍ୟ ଉମାମହେଶ୍ୱର, ଭେଟିନାଥ ଦେବ ପ୍ରମୁଖ ଦେବା ଦେବୀଙ୍କ ସହିତ କପିଳେଶ୍ୱର ଦେବ, ଗୋପୀନାଥ ଦେବ, ବାଲୁଙ୍କେଶ୍ୱର ଦେବ, ରଘୁନାଥ ଦେବ,ଗୁପ୍ତେଶ୍ୱର,ରାମେଶ୍ବର, ସ୍ଵପ୍ନେଶ୍ୱର ଦେବ ଓ ଝାଡେଶ୍ୱର ଦେବଙ୍କ ସହ ଆଖ ପାଖ ଶତାଧିକ ଗ୍ରାମର ୧୦୭ ଠାକୁରଙ୍କ ବିଜେ ପ୍ରତିମା ବୃଷବ,ସିଂହ,ଗରୁଡ଼,ହନୁମାନ ଓ ଚଉଦୋଳ ପ୍ରବୃତ୍ତି ୮୫ ଟି ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ପଟୁଆର ସହିତ ପାରମ୍ପରିକ ବାଦ୍ୟଜନ୍ତ୍ର, କାହାଳୀ ନାଦକ , ଘଣ୍ଟ ଘଣ୍ଟାର ତାଳେ ତାଳେ ବିଭିନ୍ନ ଗ୍ରାମ ପରିକ୍ରମା କରି ପଲଟଣ ପଡ଼ିଆରେ ଏକତ୍ରିତ ହୋଇ ସମସ୍ତ ଠାକୁର ଠାକୁରାଣୀ ନିଜ ନିଜ ଆସନ ଗ୍ରହଣ କରିଥିଲେ। ମୋଟୁ ପତଲୁ, କୋରାନା ସଚେତନତା, ଡାଇନେସ୍ବର, କଳାକୁଞ୍ଜ, ପରିବେଶ ସଚେତନତା, ପରମ୍ପରିକ ସାପସାପୁଆଣି, କେଳା କେଳୁଣୀ, ଏବଂ ପାଇକ ଆଖଡ଼ା, ଘୋଡ଼ା ନାଚ, ଯୋଡ଼ି ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପଲଟଣ ପଡ଼ିଆ। ମା ଭଗବତୀ, ଶ୍ରୀ ଚରଣ ଚକାଦେବ, ରଙ୍କନାଥ ଦେବ,ଉମାମହେଶ୍ୱର ଦେବ ପ୍ରମୁଖ ଆସନ ଗ୍ରହଣ କରିବା ପରେ ଅନ୍ୟାନ୍ୟ ଦେବା ଦେବୀ ନିଜର ଆସନ ଗ୍ରହଣ କରିଥିଲେ। ଏହା ପରେ ବାଦ୍ୟଯନ୍ତ୍ର ଓ ବିଭିନ୍ନ ରୋଷଣୀ ଆଦି ପତି ଯୋଗୀତା ଅନୁଷ୍ଠିତ ହୋଇଥିଲା। ରବିବାର ସନ୍ଧ୍ୟାରୁ ପଡ଼ିଆରେ ଲୋକଙ୍କ ଭିଡ଼ ଲାଗି ରହିଥିଲା। ସନ୍ଧ୍ୟା ସମୟରେ ତୁଳସୀ ସନ୍ଧ୍ୟା ଓ ଭଜନ ସମାରୋହ, ଗୋଟିପୁଅ ନୃତ୍ୟ ପରି ଅନେକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ୯ ଟାରୁ ଅପରାହ୍ନ ଯାଏଁ ସମସ୍ତ ଠାକୁରଙ୍କ ପାଖରେ ଭୋଗଲାଗି ହେବା ସହ ଦିନ ତମାମ ସାସ୍କୃତିକ କାର୍ଯ୍ୟକ୍ରମ ଲାଗିରହିଥିଲା। ଏ ଅବସରରେ ବହୁ ମାନସିକଧାରି ଅଭିଭାବକ ସେମାନଙ୍କ ପିଲା ମାନଙ୍କ ମଣ୍ଡନ କରିଥିଲେ। ଏହି ଭକ୍ତ ଭଗବାନ ଙ୍କ ମହା ମେଳଣ ପର୍ବକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା।

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ର ବିଭିନ୍ନ ପ୍ରକାର ଦଣ୍ଡ ପରିବେଷଣ

Sunil Chandra Nayak

ରାମେଶ୍ୱର ମନ୍ଦିରରେ ଶୀତଳ ସଷ୍ଟି ଅନୁଷ୍ଠିତ

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort