ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

 ମାର୍ଚ୍ଚ ୨୪ ତାରିଖରେ ପୌର ନିବାଚନ ହେବକୁ ଥିବାବେଳେ ଫେବୃଆରୀ ୨୮ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ମାର୍ଚ୍ଚ ୨୪ ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି। ଏପ୍ରିଲ ୭ ତାରିଖରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ- ୧୦୬ ଏନଏସି/ ମ୍ଯୁନିସିପାଲିଟି, ୩ ଟି ମହାନଗରିରେ ହେବ ନିର୍ବାଚନ। ୧୦୬ ଏନଏସି/ମ୍ଯୁନିସିପାଲିଟି,୩ ମହାନଗରିରେ ହେବ ନିର୍ବାଚନ- ଅଦାଲତି କାରଣ ପାଇଁ ପୁରୀ ମ୍ଯୁନିସିପାଲିଟି ରେ ନିର୍ବାଚନ ହେବନାହିଁ। ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ, ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ଯନ୍ତ ମନୋନୟନ ପତ୍ର ଦାଖଲ, ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ୧୪ ତାରିଖ ସୁଦ୍ଧା ପ୍ରତ୍ଯାହାର ହେବା ବିଷୟ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର।

Related posts

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

Sunil Chandra Nayak

Leave a Comment

error: Content is protected !!