ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସିଲା ଟ୍ରକ୍, ଚାଳକ ଗୁରୁତର

ଲାଞ୍ଜିଗଡ଼,୧୯/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରୁ ମୁଷାନାଳକୁ ସଂଯୋଗ କରୁଥିବା ରାସ୍ତା ହାତୀଶାଳ ଘାଟିରେ ଘଟିଛି ଏକ ଟ୍ରକ ଦୁର୍ଘଟଣା ! ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ସାର ବୋଝେଇ କରି ବିଶ୍ବନାଥପୁର ପଟେ ଫେରୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକଟି ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସି ପଡ଼ିଛି ! ଏଥିରେ ଟ୍ରକଟି ଚୂରମାର ହୋଇଯାଇଥିବାବେଳେ ଡ୍ରାଇଭର ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି ! ଦୁର୍ଘଟଣା ସଂପର୍କରେ ଖବର ପାଇ ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଅଭାବୀ ପରିବାରକୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଅଜିତ୍

masiha

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

masiha

ଜୁନାଗଡ଼ ବ୍ଲକ ଡମ୍ବ ସମାଜର ସାଧାରଣ ବୈଠକ

masiha

Leave a Comment

error: Content is protected !!