ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପାରାୟଣ ମହିଳାଙ୍କ ପରଲୋକ

ଉତ୍କେଲା,୨୩/୦୩,,କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ର ଶୁଭକରଣ ଜୈନ ଙ୍କ ପତ୍ନୀ ଶ୍ରୀମତୀ ଚତ୍ରିଦେବୀ ଜୈନ ଙ୍କ ଭବାନୀପାଟଣା ହସ୍ପିଟାଲରେ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ନିଆଯାଇଥିଲା ଗୁରୁବାର ସକାଳ ଦଶଟା ସମୟରେ ପରଲୋକ ଘଟିଛି। ଆସନ୍ତା କାଲି ଶୁକ୍ରବାର ଗାଁ ରେ ଦାହ ସତ୍କାର କରାଯିବ। ତାଙ୍କର ବଡ ପୁଅ ମନୋଜ ଜୈନ, ସାନ ପୁଅ ରୁପଚାନ୍ଧ ଜୈନ ଓ ସପରିବାର ମୃତ ସମୟରେ ଉପସ୍ଥିତ ରହିଥିଲେ। ତାଙ୍କରି ବିୟୋଗ ରେ ବସନ୍ତ ପୁରୋହିତ,ଟଙ୍କଧର ନାଏକ,ଅର୍ଜୁନ ପୋଢ ସମେତ ଉତ୍କେଲା ବିକାଶ ମଞ୍ଚ କର୍ମକର୍ତା ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

masiha

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

masiha

ଶ୍ରୀ ଶ୍ରୀ ଅଗ୍ନିଗାଙ୍ଗାମାଙ୍କ ଯାତ୍ରା ସମାପ୍ତ 

masiha

Leave a Comment

error: Content is protected !!