ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

 ନବରଙ୍ଗପୁର–(ମସିହା) ଐତିହାସିକ ପୀଠ ପୋଡାଗଡ଼ ଠାରେ ମା ଜଗତ ଜନନୀ ମଙ୍ଗଳା ଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାର ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ ମାନଙ୍କ ଚାଙ୍ଗୁଡ଼ି ଧାରଣ କରି ମା ଙ୍କୁ ପାଛୋଟି ଆଣିଥିଲେ ଗ୍ରାମର ଶତାଧିକ ଗ୍ରାମବାସୀ ପାରମ୍ପରିକ ବାଦ୍ୟ ଶଙ୍ଖ ଘଣ୍ଟା ବଜାଇ ପାଛୋଟି ଗ୍ରାମ ମଧ୍ୟରେ ଥିବା କଳସି ମଣ୍ଡପ କୁ ଆଣି ଅବସ୍ଥାପିତ କରିଥିଲେ ।ପୋଡାଗଡ଼ ସେବାୟତ ଟ୍ରଷ୍ଟ କର୍ମକର୍ତା ଉପସ୍ଥିତ ଥିଲେ ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ସମ୍ପୂର୍ଣ ସହଯୋଗ କରିଥିଲେ। ଏହିକଳସୀ ଯାତ୍ରା ନ ଦିନଧରି ଚାଲିବ ଭକ୍ତଙ୍କ ରାତ୍ରୀ ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ରାତ୍ରରେ ଦେଶିଆ ନାଟକ ପରିବେସିତ ହେବ ବୋଲି ଟ୍ରଷ୍ଟ ତରଫରୁ ସୂଚନା ମିଳିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସୁନାବେଶରେ ଝଲସିଲେ ଚତୁର୍ଦ୍ଧାମୂର୍ତ୍ତି 

Sunil Chandra Nayak

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

masiha

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

Leave a Comment

error: Content is protected !!