ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ରେ ସମବାୟ ବ୍ୟାଙ୍କି ସେବା ଓ ରୁଣ କର୍ମଶାଳା

ଉତ୍କେଲା,୨୯/୦୩,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ପ୍ୟାକ୍ସ ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ୟାକ୍ସ ସଭାପତି ଉପେନ୍ଧ୍ର ମାଝୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଏସ୍ ଆର୍ ସି ଏସ୍ ଭବାନୀପାଟଣା ର ସୁରେନ୍ଧ୍ର ମାଝୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥୀ ଭାବରେ ଟଙ୍କଧର ନାଏକ କେଶରି ଚନ୍ଧ୍ର ସାହୁ,ଶଶିଧର ପୁଟେଲ,ଭିକରାମ ସାହୁ,ଶ୍ରିମତୀ ପ୍ରଫୁଲ୍ଲ ସାହୁ,ପବିତ୍ର ଜାଲ, ଯୋଗ ଦେଇଥିଲେ। ଉତ୍କେଲା ସମବାୟ ସମିତି ର ସଂପାଦକ ପ୍ରତାପ ଜାଲ ସମେତ ସମସ୍ତ ଷ୍ଟାଫ ଉପସ୍ଥିତ ରହିଥିଲେ। ଉକ୍ତ ସଭାରେ ଆଠଟି ପଞ୍ଚାୟତ ର ଶତାଧିକ ଚାଷି ଯୋଗଦାନ କରିଥିଲେ। ଟଙ୍କଧର ନାଏକ ମଞ୍ଚ ପରିଚାଳନା କରିଥିବା ବେଲେ ସନ୍ତୋଷ ବୁଧିଆ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ

masiha

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

masiha

କାଳବୈଶାଖୀ ବର୍ଷାରେ ଭିଜିଲା ମକା,ଚିନ୍ତାରେ ଚାଷୀ 

masiha

Leave a Comment

error: Content is protected !!