ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଲା ଅନୁଷ୍ଠିତ

କାମାକ୍ଷାନଗର (ମନିସ )29/3/23 କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲି ପଂଚାୟତ ଠାରେ ମହାବିରୋଡ ସେବା ସମବାୟ ସମିତି ପକ୍ଷରୁ ପଂଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝିଲ୍ଲି ପଂଚାୟତ ସମିତି ସଭ୍ୟା ପ୍ରତିନିଧି ରୁଦ୍ର ମୋହନ ସାହୁ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଦିପା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ , ଝିଲ୍ଲି ପଂଚାୟତ ସରପଂଚ ରୋଜାଲିନି ସାହୁ , ମହାବିରୋଡ଼ ସରପଂଚ ସୁତାଲିନି ସାହୁ , ମହାବିରୋଡ଼ ସେବା ସମବାୟ ସମିତି ସଭାପତି ମଗେତା ପ୍ରଧାନ , ସମ୍ପାଦକ ଭରତ ପ୍ରଧାନ ଏବଂ ଝିଲ୍ଲି ପଂଚାୟତ ସରପଂଚ ପ୍ରତିନିଧି ପୃଥ୍ବୀରାଜ ସାହୁ ଉପସ୍ଥିତ ଥିଲେ ।।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

Sunil Chandra Nayak

ଧର୍ମଗଡ଼ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ୩୩୧ ଭିନ୍ନକ୍ଷମଙ୍କ ପଞ୍ଜିକରଣ, ୨୧ ଜଣଙ୍କୁ ନୂତନ ଭତ୍ତା ପ୍ରଦାନ….

Sunil Chandra Nayak

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

Sunil Chandra Nayak

Leave a Comment

error: Content is protected !!