ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମରେ ଜାତି ସାଜିଲା ପ୍ରତିବନ୍ଧକ:ଜୀବନ ହାରିଲେ ନାବାଳିକା

କାମାକ୍ଷାନଗର -(ମନିସ )୦୪/୦୪_ ପ୍ରେମ ସମ୍ପର୍କ ପାଇଁ ଝୁଲି ପଡ଼ିଲେ ଜଣେ ନାବାଳିକା।ଏହିପରି ଅଭାବନୀୟ ଘଟଣା ଘଟିଛି କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ।ସେହି ଗ୍ରାମ ର ଜଣେ ଝିଅ ର ଅନ୍ୟ ଜାତିର ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଏହା ଜାଣିବା ପରେ ପୁଅ ଘର ପରିବାର ଲୋକ ଓ ଝିଅ ଘର ଲୋକଙ୍କ ମଧ୍ୟରେ କଥା କଟାକଟି ସହ ବଚସା ହୋଇଥିଲା।ଦୁଇ ଜଣ ଙ୍କ ଜାତି ଅଲଗା ହୋଇ ଥିବାରୁ ବିବାହ ପାଇଁ ଉଭୟ ପରିବାର ରାଜି ହୋଇ ନ ଥିଲେ।ଏହା ଫଳରେ ନାବାଳିକା ଜଣକ ମାନସିକ ଭାରସାମ୍ୟ ହରାଇ ନିଜ ଘର ବାରିପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ କାମାକ୍ଷା ନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଷାଗୁମୁଡା ବ୍ଳକରେ ବିହନ ଅମଳ ଦିବସ ଅନୁଷ୍ଠିତ

Sunil Chandra Nayak

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା

masiha

Leave a Comment

error: Content is protected !!