ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

 ମୟୂରଭଞ୍ଜ – (ମସିହା)ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ନେଇ ବହଳଦା ବ୍ଳକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ, ସ୍କୁଲ,କଲେଜ,ଫରେଷ୍ଟ ଅଫିସର, ବ୍ୟାଙ୍କ,ଦୋକାନ ବଜାର ପରିବା ମାର୍କେଟ ଯାନ ବାହାନ ଵନ୍ଦ ରହିଥିଲା ।ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ବୁଲା ପଣ୍ଡା,ମାଧଵ ମହାପାତ୍ର, ଶ୍ରୀକାନ୍ତ ମହାନ୍ତ, ସୁକଦେବ ସାହୁ,ସତ୍ୟବାନ୍ ବଶା,ଗୋଲକ ହେମ୍ବ୍ରମ,ବିଜୟ ସାହୁ,ସୁନିଲ ମହାନ୍ତ,ମନୋଜ ଅଗ୍ରୱାଲ,କିର୍ତ୍ତି ମହାନ୍ତ,ରଜତ ମହାନ୍ତ, ଶଙ୍କର ମଣ୍ଡଳ,ମହାତ୍ମା ଦୀକ୍ଷିତ,ସୁନିଲ ହେମ୍ବ୍ରମ,ମୋହନ ହେମ୍ବ୍ରମ,ବାଲିଆ ମୁର୍ମୁ,ଭୂତାଳ ସର୍ଦ୍ଦାର,ରବି ମୋଦକ, ସନ୍ତୋଷ ସାହୁ,ପ୍ରତ୍ୟୁଷ ଦାସ,ବିପୁଳ ପାଲ, ବ୍ୟୋମକେଶ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

masiha

କୃଷକ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ଚାରୁମଜୁମ ଦାର କଂ 51 ତମ ଶ୍ରଦ୍ଧାଞ୍ଜଳି ଦିବସ 

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!