ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

କାମାକ୍ଷାନଗର-(ମ ନି ସ)20/4/23 //ବାରାହା ଆକ୍ରମଣରେ ଚାଷୀ ଗୁରୁତର। ଗୁରୁତର ଚାଷୀ ହେଲେ ତୁମୁଶିଙ୍ଗା ଥାନା ତଳବାଇସିଙ୍ଗା ଗ୍ରାମର ରଥି ବେହେରା। ସେ ଆଜି ବିଲକୁ ଯାଇଥିବାଳବେଳେ ଜଙ୍ଗଲି ବାରାହା ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତିକରିଥିଲେ। ତାଙ୍କ ହାତ,ଗୋଡ ଛାତି ଓ ପିଠିରେ ଗଭୀର କ୍ଷତ ସୃଷ୍ଟିହୋଇଛି। ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବିଇଓ ଅଫିସ ଘେରାଓ ,ଦାବୀ ପତ୍ର ପ୍ରଦାନ ଓ ସାମୂହିକ ଛୁଟି ର ଚେତାବନୀ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

masiha

Leave a Comment

error: Content is protected !!