ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ତରଫରୁ ମଧୁ ବାବୁ ଜୟନ୍ତୀ ପାଳିତ 

ମ.ରାମପୁର,୨୮/୦୪(ମସୀହା): ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୈାରବ ମଧୂସୁଦନ ଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ମଧୁ ବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ମଧୁବାବୁଙ୍କ ଜିବନୀ ଉପରେ ଉପସ୍ଥିତ ଆଇନଜୀବି ମାନେ ନିଜ ନିଜ ର ମତ ରଖିଥିଲେ। ଏଥିରେ ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ , ସମ୍ପାଦକ ଜତୀନ ସାହୁ, ଉପସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ,ସହ ସମ୍ପାଦକ ଆଶିଷ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭେନ ପଟ୍ଟନାୟକ କୋଷାଧ୍ୟକ୍ଷ ନରେଶ କୁମାର ସାହୁ, ବରିଷ୍ଠ ଆଇନଜୀବି ବିଶ୍ବମ୍ବର ମହାନ୍ତି, ପ୍ରକାଶ ପଣ୍ଡା, ସପନ୍ କୁମାର ପଟ୍ଟନାୟକ, ଅଶ୍ଵିନୀ ପଣ୍ଡା, ସନାତନ ପଣ୍ଡା, ସଞ୍ଜୟ ସାହୁ,ସତ୍ୟ ଜିତ ଚାଟାର୍ଜୀ, ଜିତେଶ ମହାପାତ୍ର,ବିଶ୍ବମ୍ବର ରଣା, ରାକେଶ କୁମାର ଶତପଥୀ, ବିଭୂତି ଭୂଷଣ ମହାକୁଡ଼,ବିଜୟ କୁମାର ମହାକୁଡ଼,ବାବୁ ମହାନ୍ତି, ଅଜିତ ବିଶ୍ଵାଳ,କମ୍ବୁପାଣି ସାହୁ,ବସନ୍ତ ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

Sunil Chandra Nayak

ଜାତୀୟ ସ୍ତରୀୟ କବି ସମ୍ମିଳନୀ – ” କାବ୍ୟାଞ୍ଜଳି”

Sunil Chandra Nayak

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

Sunil Chandra Nayak

Leave a Comment

error: Content is protected !!