ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

ଡାବଗାଁ, ୨୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଶୁକ୍ରବାର ଡଙ୍ଗରିଗୁଡ଼ା ପଞ୍ଚାୟତ ର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ କରିଥିଲେ । ଗ୍ରାମବାସୀ କହିବା ପ୍ରକାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତ କିଛିଦିନ ହେବ କୌଣସି ଏକ ନିର୍ଦ୍ଧିଷ୍ଟ କାମ ପାଇଁ ସ୍ଵତନ୍ତ୍ର ବୈଠକ କରିଆସୁଛନ୍ତି କିନ୍ତୁ ବୈଠକର କୌଣସି ରେଜୁଲେସନ ବୈଠକରେ ଲେଖାଯାଉନାହିଁ । ବୈଠକରେ ଉପସ୍ଥିତ ଥିବା ସମସ୍ତ ୱାର୍ଡ ମେମ୍ବର ମାନଙ୍କ ସାଧା କାଗଜ ରେ ଦସ୍ତଖସ୍ତ ନେଇ ପରେ ରେଜୁଲେଶନ ଲେଖାଯାଉଛି । ଡଙ୍ଗରିଗୁଡ଼ା ପଞ୍ଚାୟତ ରେ ହେବାକୁ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଅନୁମତି ପୂର୍ବ ଦିନରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେଇଥିଲେ କିନ୍ତୁ କଣ ଏମିତି ହେଲା କି ପୁଣି ଏହି ଦୋକାନ କୁ ନ ଖୋଲିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ଏହି ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ ୱାର୍ଡ ମେମ୍ବର ମାନେ ଏହି ଦୋକାନ ନ ଖୋଲିବା ପାଇଁ କହିଥିବା ଜଣାଇଥିଲେ କିନ୍ତୁ ୱାର୍ଡ ମେମ୍ବର ମାନେ ଏହି ଦୋକାନ ଖୋଲାଯାଇ ଥିଲେ ଭଲ ହୋଇଥାନ୍ତା ବୋଲି ମତାମତ ଦେଇଥିଲେ । ଗ୍ରାମବାସୀ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯାଉ ବୋଲି କହିଥିଲେ । କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ନିଜ ସ୍ଵାର୍ଥସାଧନ ପାଇଁ ଏହି ଦୋକାନ ନ ଖୋଲିବା ପାଇଁ ଚେଷ୍ଟା କରିଥିବା ଗ୍ରାମବାସୀ କହିଛନ୍ତି । ସୂଚନାଯୋଗ୍ୟ :- ଚଳିତ ମାସ ୧୮ ତାରିଖ ଦିନ ଡ଼ଙ୍ଗରିଗୁଡା ଗ୍ରାମ ନିକଟରେ ଖାତାନଂ ୪୬୦/୭୭୧ ଓ ପ୍ଲଟ ନଂ ୧୯୨୮/୨୪୪୭ ଉପରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲା ଅବକାରୀ ବିଭାଗ ତରଫରୁ ଚିଠି ନଂ ୫୪୭/୨୦୨୩ ପଞ୍ଚାୟତକୁ ଅନୁମତି ନିମନ୍ତେ ଆସିଥିଲା | ପରେ ୨୪.୪.୨୩ ଦିନ ପଞ୍ଚାୟତ କାର୍ଯ୍ୟ|ଲୟରେ ସରପଞ୍ଚ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ମାନେ ବୈଠକ ବସି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ନିସ୍ପତି ନିଆଯାଇ ରେଜୁଲେସନ ଲେଖାଯାଇ ସମସ୍ତ ସଭ୍ୟ ମାନେ ଦସ୍ତଖତ କରିଥିଲେ | ଏହି ରେଜୁଲେଶନକୁ ୨୫.୪.୨୩ ଦିନ ଜିଲାପାଳ ଓ ଜିଲା ଅବକାରୀ ବିଭାଗକୁ ପ୍ରଦାନ କରଯାଇଥିଲା | କୌଣସି କାରଣରୁ ଡ଼ଙ୍ଗରିଗୁଡା ସରପଞ୍ଚ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନ କୁ ନଖୋଲିବା ପାଇଁ ପୁଣି ଏକ ବୈଠକ ଶୁକ୍ରବାର ଡକାଇଥିଲେ | ଉକ୍ତ ଘଟଣାକୁ କେନ୍ଦ୍ର କରି ଡ଼ଙ୍ଗରିଗୁଡା ଗ୍ରାମବାସୀ ପଞ୍ଚାୟତ ଘେରାଉ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡ଼ା ବନାଞ୍ଚଳର ଖମନଖୋଲ ଅଞ୍ଚଳରେ ୮ଟିକିଆ ହାତୀପଲ 

masiha

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

masiha

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort