ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ପାଇଲେ ରଫଖାତା ପରିବାର ଆୱାର୍ଡ -2023

ଜଗତସିଂହପୁର :- କଟକର ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଏସ ନ୍ୟୁଜ ଓଡ଼ିଆ ଡିଜିଟାଲ ମିଡିଆ ର ପଞ୍ଚମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ରଫ ଖାତା ପରିବାର ଆୱାର୍ଡ -2023 ଆୟୋଜିତ ହୋଇଯାଇଛି ! ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶ୍ରୀଯୁକ୍ତ ଶରତ କୁମାର ଦାଶ ଙ୍କୁ ରଫଖାତା ପରିବାର ଆୱାର୍ଡ -2023 ପାଇଁ ମନୋନୀତ ଓ ସମ୍ବର୍ଦ୍ଧିତ କରାଯାଇ ଥିବାରୁ ସାମ୍ବାଦିକ ସୁରକ୍ଷା ସମିତିର ସମସ୍ତ ସଭ୍ୟସଭ୍ୟା ଏସ ନ୍ୟୁଜ ପରିବାର କୁ ସାଧୁବାଦ ଜଣାଇଛନ୍ତି ! ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ରାୟ ଯୋଗଦେଇଥିବା ବେଳେ, ବରେଣ୍ୟ ଅତିଥିଭାବେ ଥିଲେ ନରସିଂହପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୀଳମାଧଵ ସୁନା, କଟକ ଦି ଲିଙ୍କ ଆଇ ହସ୍ପିଟାଲ ର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ସାହୁ,ଭୁବନେଶ୍ୱର ଅଭିକ୍ଷା ଟ୍ରଷ୍ଟ ଅଧ୍ୟକ୍ଷା ଶ୍ରୀମତୀ ମାନସୀ ଶତପଥି ! ଓଡିଶା ଜଳସମ୍ପଦ ବିଭାଗ ର ସହକାରିଯନ୍ତ୍ରୀ ଇଂ. ନିମାଇଁ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଥିଲେ ଭାରତ ମସାଲା ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା,ଭଦ୍ରକ ଇଲେକ୍ଟ୍ରିକାଲ ଏସ. ଡି. ଓ.ଇଂ. ହିମାଂଶୁ କୁମାର ପାତ୍ର ! ଏହି ଉତ୍ସବର ଉଦଘାଟକ ଥିଲେ ସିବିଆଇ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଭିକାରୀ ରାଉତ ! ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଦେଶାତ୍ମବୋଧ ସଂଗୀତ ଗାନ କରାଯାଇ ପୂଜ୍ୟପୂଜା ଓ ସଂସ୍କୃତି କୁ ସମ୍ମାନ ଜଣାଇ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରଫଖାତା ପରିବାର ତରଫରୁ ଏକ ପୁସ୍ତକ ଉନ୍ମୋଚନ କରାଯାଇ ଥିଲା ! ତେବେ ଏହି ଉତ୍ସବରେ କବି, ଲେଖକ, ଗାଳ୍ପିକ, ସାମ୍ବାଦିକ, ଓ ସାମାଜିକ ଅନୁଷ୍ଠାନ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଗୋଲାମୁଣ୍ଡା ଠାରେ ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ର ବୈଠକ

Sunil Chandra Nayak

ଜିଲ୍ଲାପାଳଙ୍କ ମେଡିକାଲ କାମ ପରିଦର୍ଶନ

Sunil Chandra Nayak

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort