ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଦୀ ଙ୍କ ମନ୍‌ ବାତ୍ ଅନୁଷ୍ଠିତ 

ଢେଙ୍କାନାଳ, ତା.୩୦.୦୪.୨୦୨୩ରିଖ : ଅଦ୍ୟ ଢେଙ୍କାନାଳ ସହରସ୍ଥିତ ୱାର୍ଡ ନଂ-୧୧, ଲକ୍ଷ୍ମୀବଜାର ଶନିମନ୍ଦିର ପ୍ରାଙ୍ଗଣରେ ୧୧ନଂ ୱାର୍ଡ ତରଫରୁ ଏସ୍‌ସି ମୋର୍ଚା ଜିଲ୍ଲା ସଭାପତି କରୁଣାକର ଦଳେଇଙ୍କ ନେତୃତ୍ବରେ ମୋଦିଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମାଜସେବୀ ରାମଚନ୍ଦ୍ର ପାତ୍ର, ସନ୍ତୋଷ ମହାଖୁଡ୍, ସନ୍ତୋଷ ବେହେରା, ମିଲନ୍, କନିସ୍କ, ବାବୁଲିଙ୍କ ସହିତ ୱାର୍ଡର ବାସୀନ୍ଦାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

masiha

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

masiha

Leave a Comment

error: Content is protected !!