ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ ଟିକକ ପାଇଁ ହରିଶ୍ଚନ୍ଦ୍ର ନୟାନ୍ତ : ତଥାପି ବିଫଳ 

ତେନ୍ତୁଳିଖୁଣ୍ଟି ୦୭/୦୫/୨୩ -ହରିଶ୍ଚନ୍ଦ୍ର ନାୟକ (କ୍ଷମା )ବୟସ ପ୍ରାୟ 68 ବର୍ଷ , ଗ୍ରାମ ଡ଼ଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି (ଡ଼ଙ୍ଗରଭେଜା ),ଦୀର୍ଘ 26 ବର୍ଷ ଚାକିରୀ କଲେ l ଅବସରର 8 ବର୍ଷ ପରେ ମଧ୍ୟ ମିଳିଲାନି ପେନସନ, ଦିନେ ଯେଉଁ ବ୍ୟାଙ୍କ ର କର୍ମଚାରୀ ଥିଲେ ଆଜି ପେନସନ ଟିକକ ପାଇବା ଡହଳ ବିକଳ ଆଉ ଧାଇଁ ଧାଇଁ ନୟାନ୍ତ l ହାତ ଗୋଡ଼ ପକ୍ଷାଘାତ ରେ ଆକ୍ରାନ୍ତ, ତେଣେ ସେ ଜଣେ ମଧୁମେହ ରୋଗୀ l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ନନ୍ଦାହାଣ୍ଡି କର୍ତୃପକ୍ଷ ତୁମର ସବୁ କାଗଜପତ୍ର ଯାଇଛି ଆଜି ହେବ କାଲି ହେବ କହି କହି 8 ବର୍ଷ ବିତିଗଲା l ଏକମାତ୍ର ଭେଣ୍ଡା ରୋଜଗାରିଆ ପୁଅ ସନ୍ତୋଷ ଅଚାନକ ହୃଦଘାତ ରେ ଆରପାରିକୁ ଚାଲିଗଲା l ଅଚାନକ ଦୁଃଖ ର ପାହାଡ଼ ଏହି ପରିବାର ଉପରେ ପଡିଗଲା l ଘରେ ପତ୍ନୀ, ବିଧବା ବୋହୂ ଆଉ 3 ବର୍ଷର ନାତୁଣୀ ଟିଏ l ରୋଜଗାର ର କୌଣସି ପନ୍ଥା ନାହିଁ l ଦୁଃଖ କଷ୍ଟ ରେ ଜର୍ଜରିତ ଆଜି ଏହି ପରିବାର l ଏକଥା ଶୁଣି ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା ସହାୟତା ର ହାତ ବଢ଼ାଇଛନ୍ତି l ସେ ଏ ବାବଦରେ ମୋ ସରକାର, ମାନ୍ୟବର ପ୍ରଧାନମନ୍ତ୍ରୀ,ମାନ୍ୟବର ରାଜ୍ୟପାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ କରିଛନ୍ତି ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ବିଭିନ୍ନ ଶାଖା କୁ ଇମେଲ ମାଧ୍ୟମରେ ମଧ୍ୟ ଜଣେଇଛନ୍ତି ତଥାପି ମଧ୍ୟ ଫଳ ଶୂନ l ଦେଖାଯାଉ ଏହି ପରିବାର ର ଭାଗ୍ୟ କେଵେ ଖୋଲିବ ଆଉ କେଵେ ମିଳିବ ପେନସନ l ଏହି ଘଟଣା ଟି ଏଵେ ଏହି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଜନପ୍ରତିନିଧି ତଥା ସରକାର ଏହି ପରିବାର କୁ ସହାୟତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆଇଏମଏ ର ୭୨ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

Sunil Chandra Nayak

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବୃଦ୍ଧା ମା କୁ ଉଦ୍ଧାର କରି ତା ସମ୍ପର୍କୀୟ ଲୋକ ମାନଙ୍କ ପାଖରେ ଛାଡିବାକୁ ନିବେଦନ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort