ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୈବିକ ପ୍ରଣାଳୀ ରେ କୃଷି କାର୍ଯ୍ୟ ପାଇଁ ସଚେତନତା କର୍ମଶାଳା

ତେନ୍ତୁଳିଖୁଣ୍ଟିL୦୭/୦୫/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ଆଜି ଏକ କୃଷକ ସଚେତନତା କର୍ମଶାଳା ହୋଇ ଯାଇଛି। ଭାରତ ସରକାରଙ୍କ ଏନବୀ ଆର ଆଈ ସହଯୋଗ ତଥା ଫ।ର୍ମରସ ଟ୍ୟୁଟର ସଙ୍ଗଠନ ଏବଂ ଉମାସଙ୍କର ସବୁଜ ଦୁନିଆ ଘରୋଇ ଅନୁଷ୍ଠାନ ମିଳିତଭାବେ ଜୈବିକ କୃଷି କାର୍ଯ୍ୟ କିପରି କରିବାକୁ ହୁଏ ଓ କଣ ସବୁ ଫାଇଦା ପାଇବେ ବୁଝାଇଥିଲେ। କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ସମେତ ସରପଞ୍ଚ ଓ କିଛି ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ପ୍ରାୟ 100 ଉର୍ଧ୍ଵ ଚାଷୀ ଉପସ୍ଥିତ ରହି ରାସାୟନିକ ସାର ର କୁ ପ୍ରଭାବ ଓ ଜୈବିକ ସାର ପ୍ରୟୋଗ ଓ ପ୍ରସ୍ତୁତି ସମ୍ପର୍କରେ ତାଲିମ ନେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅପରେସନ୍‍ ସିନ୍ଦୁର’ର ସଫଳତା:ରାଇରଙ୍ଗପୁରରେ ତ୍ରିରଙ୍ଗା ବାଇକ୍ ଯାତ୍ରା  ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା

masiha

ନଟାକଟା ଗ୍ରାମପଞ୍ଚାୟତରେ ହାତୀପଲ ଆତଙ୍କ 

masiha

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!