ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ ବିଜେଡିର ଜୋନସ୍ତରୀୟ ଦ୍ୱିତୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଲାଞ୍ଜିଗଡ଼,12/05/23-ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ ର ଲାଞ୍ଜିଗଡ ବଜାର ପଡିଆ ଠାରେ ବିଜେଡିର ଜୋନସ୍ତରୀୟ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ! ବିଜେଡି ଜୋନ ସଭାପତି ଲକି ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, , ପରୀକ୍ଷିତ ନାଏକ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, , ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ଯୁବନେତା ହିମାଦ୍ରୀ ପେସନିଆ,ଜୋନ ଏକ ସଭାପତି ଚନ୍ଦ୍ରଶେଖର ମହାପାତ୍ର,, ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ପ୍ରମୁଖ ମଞ୍ଚାସୀନ ଥିଲେ ! ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡା,ବ୍ଲକ ମହିଳା ସଭାନେତ୍ରୀ ସୁଜିତା ଘଡେଇ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ ସ୍ବାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିଲେ ! ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଚନ୍ଦ୍ରଧଜ ପେସନିଆ,ଅଶୋକ ପଟନାୟକକୁ, ପ୍ରମୋଦ ପରିଡା, ଶୁଭନ ଭୋଇ,ତରୁଣ କୁମାର ଦାସ, , ହରିଶଙ୍କର ପାତ୍ର, ମନୋରଞ୍ଜନ ବିଶି, , ବନମାଳୀ ଦଳେଇ, ଜୋନ ଦୁଇ ଜିଲ୍ଲା ପରିଷଦ ଜୋନ୍ ତଥା ଲାଞ୍ଜିଗଡ଼ ବ୍ଲକର ୧୩ଗୋଟି ପଞ୍ଚାୟତରୁ ତିନିଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିଲେ ! ଏଇ ଅବସରରେ ବିଜେଡି ସରକାରର ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା !

ସନ୍ତୋଷ ତୁଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

Sunil Chandra Nayak

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

masiha

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

Sunil Chandra Nayak

Leave a Comment

error: Content is protected !!