ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଡ଼ିରେ ଏକ ସାଥିରେ ଫୁଟିଲା 15 ବ୍ରହ୍ମ କମଳ

ପାପଡାହାଣ୍ଡି,17/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହାକୁମାର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଗୁରୁଙ୍କ ବାଡ଼ିରେ ବୁଧବାର ଏକା ସାଥିରେ 15 ଗୋଟି ବ୍ରହ୍ମ କମଳ ଫୁଟିବା ଦେଖିବାକୁ ମିଳିଛି | ସନ୍ଧ୍ୟାରେ ଫୁଲ ଗୁଡିକ ଫୁଟିବା ପରେ ପରିବାର ସଦସ୍ୟ ଦେଖିଥିଲେ | ପ୍ରଥମଥର ଏକା ସାଥିରେ ଫୁଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ | ସାଧାରଣତଃ ଖରା ଦିନରେ ବ୍ରହ୍ମ କମଳ କମ ଫୁଟିବା ଦେଖିବାକୁ ମିଳିଥାଏ | ଫୁଲ ଗୁଡିକୁ ଦେଖିବାକୁ ଗୁରୁଙ୍କ ବାଡ଼ିରେ ପ୍ରବଳ ଭିଡ଼ ଜମିଥିଲା | ସକାଳୁ ସମସ୍ତ ଫୁଲ ଗୁଡିକୁ ଦେବ ସ୍ଥଳିରେ ଅର୍ପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମହାଭାରତ ପଡ଼ିଆ ଠାରେ କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା ଚୟନ

Sunil Chandra Nayak

ରାଇରଙ୍ଗପୁର: ସାନପାଖଣା ରେ ପୁଷ୍ଟି ଶସ୍ତ୍ର ଖାଦ୍ୟ ମେଳା

masiha

Leave a Comment

error: Content is protected !!