ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାବୀ ଛାତ୍ର ଓମ୍ ପ୍ରକାଶ ଦେବତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା 

କଟକ : କଟକ ସଦର ଵୟାଳିଶମୌଜା ବେଣ୍ଟକାର ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ତଥା ବଉଳକୁଦ ନିବାସୀ ଧର୍ଯ୍ୟଧର ଦେବତା ଓ ସସ୍ମିତା ପତିଙ୍କ ପୁତ୍ର ଓମ୍ ପ୍ରକାଶ ଦେବତା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ହାଇସ୍କୁଲ ସାର୍ଟଫିକେଟ ପରୀକ୍ଷାରେ ୫୨୬ ମାର୍କ ରଖି ଏ – ୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ମେଧା ପ୍ରତିଭାଙ୍କୁ ବିଭିନ୍ନ ସଙ୍ଗଠନ,ସ୍ଥାନୀୟ ଅଧିବାସୀ ମାନଂକ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ତାଙ୍କର ଉତରୋତ୍ତର କାମନା କରାଯାଇଛି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ 

masiha

ଚଚରାଗୁଡାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ ରେ……

Sunil Chandra Nayak

Leave a Comment

error: Content is protected !!