ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ-ଆଡ଼ମିଶନ ଟ୍ରେନିଂରେ ଥିଲେ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ।ଚଳିତ ମାସ ୨୩ ଓ ୨୪ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାରୁ ବିଶ୍ଵବିଦ୍ୟାଳୟ କୁଳ ସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜ ବି ନୂଆ ପଦ୍ଧତିରେ ହେବାକୁ ଥିବା ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ଏନେଇ ୮ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ବି ନୋଟିସ କଲା ଉଚ୍ଚ ଶିକ୍ଷା ବିଭାଗ । ଆସନ୍ତା ୨୯ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବନ୍ଧୁଗାଁ ବ୍ଲକରେ ପ୍ରଥମେ ଲେମନ ଗ୍ରାସ ଚାରା  ଚାଷ ଆରମ୍ଭ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବା ଆନ୍ଧ୍ରପ୍ରଦେଶର ଜେ ସୁଧାକର ରେଡ୍ଡୀ ଙ୍କ ହୃଦଘାତ ମୃତ୍ୟୁ

masiha

ଗୋଳାମୁଣ୍ଡା ସଦର ମହକୁମା ର ଏକମାତ୍ର ATM ଦୀର୍ଘ ଦିନ ଧରି ଅଚଳ ଜନତା ଅସନ୍ତୋଷ

Sunil Chandra Nayak

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!