ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାଇ

                            ଛାଇ

*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ…॥

୪୯) ଯଉବନ ଜଉବନ ଦିନେ ତରଳିବ
ତେଣୁ ଅଯଥା କେବେ ଗର୍ବ ନ କରିବ _

୪୯)ସବୁ ହୃଦୟ ରେ ଅଛନ୍ତି ଈଶ୍ୱର
ତେଣୁ କାହାକୁ କରିବନି ବେଖାତିର_

୫୦)ମିଛ ରଜା ର ପୋଷାକ ଚିକିଚିକି କରେ
ରାତି ପାହିଲେ କୃତ୍ରିମ ହସ ଲିଭି ଯାଏ _
_______
କୋଲନରା,ରାୟଗଡ଼ା ଜିଲ୍ଲା

Related posts

ବାଲେଶ୍ବର – ପାଇଖାନା ସଫାକଲେ ସରପଞ୍ଚ, ସମିତି ସଭ୍ୟା ଓ ମନ୍ତ୍ରୀଙ୍କ ପ୍ରତିନିଧି

ଜଳ ଲାଗି ପାଇଁ କେନାଲ ରୁ ପାଣି ଉଠାଉ ଥିବା ବେଳେ ଜଣେ କାଉଡିଆ ନିଖୋଜ

Sunil Chandra Nayak

ବର୍ଷା ପାଣିରେ ନର୍କ ପାଲଟୁଛି ଖାତିଗୁଡା ଗ୍ରାମ , ତୁରନ୍ତ ଡ୍ରେନ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!