ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଫକୀର ମୋହନ ମିଶ୍ର ଙ୍କ ଆଜି ପୁଣ୍ୟ ତିଥିରେ ମନେ ପକାଉଛନ୍ତି ଅଞ୍ଚଳବାସୀ

ବଲାଙ୍ଗୀର ଜିଲ୍ଲା ର ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଂଚାୟତ ର ବିନ୍ଧନ ପଥର ଗ୍ରାମ ର ଜଣାସୁନା ଲୋକପ୍ରିୟ  ପ୍ରବଚକ ଶ୍ରୀ ଫକୀର ମୋହନ ମିଶ୍ର ଏହି ଅଞ୍ଚଳ ରେ ତାଙ୍କ ସୁନାମ ଅର୍ଜନ କରିଥିଲେ।  ତାଙ୍କର ଆଜି କୁ ପ୍ରାୟ ପାଞ୍ଚ ବର୍ଷ ତଳେ ଜ୍ୟେଷ୍ଟ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସର୍ଗଧାମ ହୋଇ ଯାଇଥିଲେ। ସେହି ଦିନ ଆମ ଅଂଚଳ ଶୋକ ର ଛାୟା ଖେଳି ଯାଇଥିଲା । ସେ ଜଣେ ଭଲ ପଣ୍ଡିତ ଥିଲେ ଓ ତାଙ୍କର ଲୋକ ଙ୍କ ସହ ସୂସମ୍ପର୍କ ରହି ଥିଲା ଆଉ ତାଙ୍କୁ ଦେଖିଲେ ଅତି ଆନନ୍ଦ ଉଲ୍ଲାସ ରେ କଥାବାର୍ତା ସହ ତାଙ୍କ ସହିତ  ଭଲ ସମ୍ପର୍କ  ରଖୁ ଥିଲେ। ଶ୍ରୀ ମିଶ୍ର ପ୍ରତେକ ଭାଗବତ ଟୁଙ୍ଗି ଖଞ୍ଜଣୀ ଭଜନ ଅଷ୍ଟପହରୀ ପ୍ରବଚନ ଆଦି ସତ ସଙ୍ଗ ରେ ଯୋଗ ଦେଉଥିଲେ ତାଙ୍କ ଶିଷ୍ୟ ମାନେଆଜି ତାଙ୍କର ଗୀତ ପ୍ରବଚନ ଅଭିନୟ କଥା ବହୁତ ମନେ ପକାଉଛନ୍ତି ଓ ପରିବାର ତଥା ବନ୍ଧୁ ବାନ୍ଧବ ବାର୍ଷିକ ଶ୍ରଦ୍ଧା ରେ ଯୋଗ ଦେଇଛନ୍ତି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ECSBC) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ ଶିବିର

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ

ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଲେ

Leave a Comment

error: Content is protected !!