Uncategorizedଜହ୍ନ ରାତି by Sunil Chandra NayakMarch 13, 20220163 Share0 ଜହ୍ନରାତି *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି…॥ ୨୭) ରୂପ ର ଗାଁ ରେ କେତେ ମନଲୋଭା ଛବି ଦେଖି ଦେଖି ଅକବି ହେଇ ଯାଏ କବି_ ୨୮) ଏତେ ଶଦ୍ଦ ଥାଏ ଆଖି ରେ ଏତେ ଭଂଗୀ ଥାଏ ତନୁ ରେ! _________ କୋଲନରା,ରାୟଗଡ଼ା ଜିଲ୍ଲା