ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନିତା ରଣା ହେଲେ ତେରେସିଂହା ନାଏବ ସରପଞ୍ଚ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଭାବେ ଶ୍ରୀମତୀ ବନିତା ରଣା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ସେ ତେରେସିଂହା ପଞ୍ଚାୟତର ନଂ୨ରୁ ୱାଡ଼ରୁ ନିର୍ଦ୍ଵନ୍ଦରେ ୱାଡ଼ ମେମ୍ବର ହୋଇଥିଲେ l ପୁଣି ନିର୍ଦ୍ଵନ୍ଦରେ ତେରେସିଂହାର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାର ଘୋଷଣା କରାଯାଇଛି l ପରେ ଉପସ୍ଥିତ ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତା ମାନେ ବନିତା ରଣାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ – କୁସୁମ..

Sunil Chandra Nayak

କାଉଡୋଳା ଗାଁ ରେ ଡକାୟତି, ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Sunil Chandra Nayak

Leave a Comment

error: Content is protected !!