ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

କଟକ : ଶିକ୍ଷା ଅନୁଷ୍ଠାନ ପ୍ରଗତି ଷ୍ଟଡି ସର୍କଲ ଓ ଏସକେ ଏକାଡେମୀର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା କଟକ ସଦର କନ୍ଦରପୁର ଠାରେ ମହମ ବତି ଲଗାଇ ବାହାନଗା ବାଲେଶ୍ଵରଠାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାରେ ୩୦୦ରୁ ଉର୍ଦ୍ଧ ନିରୀହ ଲୋକମୃତ୍ୟୁ ବରଣ କରିଥିଲେ ସେମାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଶୋକ ପର୍ଥାନା ଓ ଆହତ ହୋଇଥିବା ଲୋକଙ୍କର ଆଶୁ ଆରୋଗ୍ୟ ନିମନ୍ତେ ଭଗବାନଙ୍କୁ ସ୍ମରଣ କରିଥିଲେ । ଏଥିରେ ଶିକ୍ଷାବିତ୍ ଇଂ.ସୁରଜ୍ କୁମାର ବେହେରା,ସ୍ମୃତି ରଞ୍ଜନ ଦାସ,ଜଗତ ବେହେରା,ପ୍ରଜ୍ଞା ମିଶ୍ର,ପ୍ରଭାତ ମହାନ୍ତି,ଶିକ୍ଷକ ବୃନ୍ଦ ଯୋଗଦାନ, ପିଲାମାନେ ଯଥା ପାୟଲ, ରିୟା,ଋଷାଲି,ଲିପ୍ସା,ଶ୍ରାବଣୀ,ରୋଜା, ଟିନା,ଜଗନ୍ନାଥ,ଦିବ୍ୟ,ପୂପୁ, ପିଣ୍ଟୁ,ସତ୍ୟ,ଓମ୍ ଇତ୍ୟାଦି ଯୋଗ ଦେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଏନ.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାଇରଙ୍ଗପୁର ବନାଞ୍ଚଳ ତରଫରୁ ସୁଲଭ ଚାରା ବିତରଣ କେନ୍ଦ୍ର 

Leave a Comment

error: Content is protected !!