ଚନ୍ଦାହାଣ୍ଡି -(ମ ନି ସ )ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କ ରେ ରଜ ପର୍ବ ଧୁମ ଧାମ ରେ ପାଳନ କରାଯାଉଥିବା ବେଳେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି l ଏଠାରେ ଯାକ ଯମକରେ ହେଉ ନଥିଲେ ମଧ୍ୟ ଏଠାକାର ଚାଷୀ ମାନେ ପ୍ରଥମ ଦିନରେ ଜମିରେ ହଳ ନ କରି ଗୋଟିଏ ଦିନ ଚାଷ କାର୍ଯ୍ୟରୁ ବିରତ ରହିଥାନ୍ତି l କୁମାରୀ ଝିଅ ମାନେ ବର ଗଛରେ ଦୋଳି ର ମଜା ନେଇଥାନ୍ତି l
previous post