Uncategorizedଜହ୍ନ ରାତି by Sunil Chandra NayakMarch 15, 20220176 Share0 ଜହ୍ନରାତି *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି…॥ ୨୯) ମନ ଗଛ ର ଶାଖା ରେ ଭର୍ତ୍ତି ହୁଏ ଅନେକ କାକଳି ରେ! ୩୦)ଦେଖିବା ରେ ମନା ନାଇଁ-ହଜିବା ରେ ମନା ନାଇଁ ଯୈାବନ ଗାଁ ରେ ବୁଲିବା କାହାକୁ ଯେ ମନା ନାଇଁ ! ________ କୋଲନରା,ରାୟଗଡ଼ା ଜିଲ୍ଲା