ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିଗୁଡ଼ା ଜଙ୍ଗଲ ନିକଟରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଆସି ଗା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରେ ଖସି ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏ ନେଇ ବେହେରା ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ନବରଙ୍ଗପୁର ଜିଲ୍ଲା ରୁ ଉଦ୍ଧାରକାରୀ ଦଳ କୁ ଡକାଇ ଗତ ବିଳମ୍ବିତ ରାତିରେ କୂଅ ରୁ ଅକ୍ଷତ ଅବସ୍ଥାରେ ଭାଲୁ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଧର୍ମଗଡ ବନ ବିଭାଗ ଅଧିକାରୀ, କୋକସରା ପୋଲିସ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କ ଶବ ଦାହ କଲେ ମହିଳା ସମାଜସେବୀ

masiha

ବଜ୍ରପାତ ଘଟି ୧ ମୃତ, ୩ ଆହତ 

masiha

Leave a Comment

error: Content is protected !!