ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଟରୁ ଗଳି ପଡି ଯୁବକର ମୃତ୍ୟୁ; କାରଣ ଅସ୍ପଷ୍ଟ

 ମୟୂରଭଞ୍ଜ -୮/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ପୋଲିସ ଉପଖଣ୍ଡ ଅଧିନସ୍ଥ ଯାମଦା ଥାନା ଅନ୍ତର୍ଗତ ବଡକୁଲେଇବୀରା ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ରାମଚନ୍ଦ୍ର ପିଙ୍ଗୁଆ(୩୦) ଶୁକ୍ରବାର ସଂନ୍ଧ୍ୟାଵେଳେ ଖଟରେ ବସି ପଡିଥିବାବେଳେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ଯାମଦା ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ଷ୍ଵ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ କାରଣ ଜଣାପଡିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ପୋଲିସ୍ ମୁତୟନ

Sunil Chandra Nayak

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ବନ୍ଧୁଗାଁ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଆୟୋଜନ 

masiha

Leave a Comment

error: Content is protected !!