ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଟୃପଲା ଗ୍ରାମରେ ଶ୍ରୀମତ ଭାଗବତ ପ୍ରାରାୟଣ ଓ ମହାଯଜ୍ଞ

ମୋହନ ଗିରି:୧୬/୩-ମ.ନି.ସ:- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକର ମହୋନଗିରୀ ନିକଟରେ ଥିବା ନୂତନ ଗ୍ରାମପଞ୍ଚାୟତ ସିଂହପୁରର କୁଟୃପଲା ଗ୍ରାମର ରାମଦୟାଲ ଭାଗବତ ସତ୍ ସଙ୍ଗ କମିଟି ପକ୍ଷରୁ ଗତ ୧୨/୩/୨୦୨୨ ଠାରୁ ୧୮/୩ ତାରିଖ ସାତ ଦିନ ବ୍ଯାପି ଭାଗବତ୍ ପାରାୟଣ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏହି ଯଜ୍ଞରେ ବିଶିଷ୍ଟ ଗାୟକ ହରିକଥା ସେବକ ଓ ପ୍ରବଚକ ଶ୍ରୀ ସୁନୀଲ ମିଶ୍ର ବଡିଆପାର୍ଲି ବଲାଙ୍ଗୀର ଯୋଗଦାନ କରି ମାନବ ଜୀବନକୁ ସାର୍ଥକ କରିବା ସାଙ୍ଗେ ବିଭୂକୃପା ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ। କର୍ତ୍ତା ଭାବରେ ଟଙ୍କ ବାବା ଓ ତାଙ୍କ ସହଧର୍ମିଣୀ ନୁରା ମାତାଜୀ କାର୍ଯ୍ଯ ତୁଲାଇଥିଲେ।କୁଟୃପଲା ତାଲାବାଜୁ ଓ କୁଟିହେଜୁ ଗ୍ରାମବାସିନ୍ଦା ଓ ଜନସାଧାରଣ ପ୍ରମୁଖ ସହଯୋଗ କରିଥିଲେ।

ମୋହନଗିରୀ ରୁ ସୁଭାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!