ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

ମୟୂରଭଞ୍ଜ-, ୧୦/୭ ( ମସିହା)ବହଳଦା ଵ୍କକ ଓ ତିରି° ଥାନା ଅନ୍ତର୍ଗତ ମଲ୍ଲୀକେଡମ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରାଵାସରୁ ଚତୁର୍ଥ ଶ୍ରେଣୀରେ ପଢ଼ୁଥି FCବା ଜନୈକ ୧୦ ବର୍ଷ ବୟସର ନାବାଳକ ଛାତ୍ର ନିଖୋଜ ହେବା ନେଇ ତିରି° ଥାନାରେ ସ୍କୁଲ ପ୍ରଧାନଶିକ୍ଷକ ଙ୍କ ଅଭିଯୋଗ ହେବା ପରେ ଏନେଇ କେସ ନ°୮୯/୨୩ରେ ଏକ ମାମଲା ରୁଜୁ ହୋଇଛି । ଖବର ମୁତାବକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଓ ଛାତ୍ରାବାସରେ ରହୁଥିବା ୧୦ ବର୍ଷ ର ଛାତ୍ର ବିରାମ ଟୁଡୁ ଗତ ୭ ତାରିଖ ସକାଳୁ ନିଖୋଜ ହୋଇଯାଇଛନ୍ତି । ତାଙ୍କ ପିତାଙ୍କ ନାମ କାହ୍ନାଇ ଟୁଡୁ ଓ ଘର ପାଟରାମହୁଲପାଣି ଗ୍ରାମରେ । ଅଭିଯୋଗ ମିଳିବା ପରେ ଏନେଇ ତିରି° ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି ବୋଲି ତିରି° ଥାନାଧିକାରୀ ଭାସ୍କର ପ୍ରଧାନ କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସାଧା ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ ଘଣା ରେ ମାଲିକ ଅଭିଯୋଗ ପରେ ରାତି ଅଧିଆ ପମ୍ପ ଦୋକାନ ସିଲ୍

masiha

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

masiha

Leave a Comment

error: Content is protected !!