ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ତରଫରୁ ଖଡ଼ିଆଳ ଅଂଚଳ କମିଟୀ ଗଠିତ

ନୂଆପଡା ଜିଲ୍ଲା ଖଡିଆଳ ସହର ପରିସର ରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ପକ୍ଷରୁ ଖଡ଼ିଆଳ ସହର ଅଂଚଳ କମିଟୀ ଗଠିତ ହୋଇଯାଇଛି । ଖଡ଼ିଆଳ ସହର ଅଂଚଳ କମିଟି ସଭାପତି ଭାବରେ ଖରତ ଚନ୍ଦ୍ର ବାରିକ, ସମ୍ପାଦକ ଭାବରେ ରତନ ସିଂ ବାରିକ , ଉପ ସଭାପତି ଭାବରେ ,ବିଷ୍ଣୁ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ଭାବରେ ଗୌର ଚନ୍ଦ୍ର ବାରିକ,ସହ ସମ୍ପାଦକ ଭାଵ ରେ ଦନାର୍ଦ୍ଦନ ପାତ୍ର , କେନ୍ଦ୍ର ସଦସ୍ୟ ଭାବରେ ପ୍ରମୋଦ କୁମାର ଦଣ୍ଡସେନା ଓ ଶଙ୍କର ନାଏକ ଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା । ଖଡ଼ିଆଳ ସହର ଗ୍ରାମ କମିଟି ଭାଵ ରେ ସୁରେନ୍ଦ୍ର ଦଣ୍ଡସେନା, ଉପ ସଭାପତି ଭାବେ ପରୀକ୍ଷିତ ବିଶି, ସମ୍ପାଦକ ଭାବେ ମାନବିନ୍ଦ୍ର ବାରିକ,କୋଷାଧ୍ୟକ୍ଷ ଭାବରେ ଶ୍ରୀବସ୍ଟ ବାରିକ, ଗ୍ରାମାଞ୍ଚଳ ସଦସ୍ୟ ଭାବେ କ୍ଷୀର ପ୍ରସାଦ ରାଉତ,ଘାସିରାମ ପାତ୍ର ଓ ଦାମୋଦର ନାଏକ ଙ୍କୁ ସର୍ବସମ୍ମତି ଭାବେ ଚୟନ କରାଯାଇଥିଲା । ପର୍ଯ୍ୟବେକ୍ଷକ ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ବରିଷ୍ଠ ପରାମର୍ଶ ଦାତା ଅଶ୍ୱନୀ କୁମାର ପ୍ରଧାନୀ ଓ ବିଦ୍ୟାଧର ବିଶି ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ବୈଠକରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ର ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ନର୍ଲା ଠାରେ ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ମେଳା

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!