ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୁନା ଦୋକାନ ରୁ ଚୋରୀ ଅଭିଯୋଗ

ଜୁନାଗଡ଼,୨୦/୭(ମ ନି ସ)ଜୁନାଗଡ ସହର୍ ର ରଞ୍ଜନ କୁମାର ସାହୁ ଙ୍କ କଲମ ପୁର୍ ଛକ ରେ ଥିବା କାଞ୍ଚନ ଜୁଏଲାରୀ ଗହଣା ଦୋକାନ ରୁ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏହି ଗହଣା ଦୋକାନ ରେ ଦୁର୍ବୁତ୍ତ ମାନେ ରାତ୍ର ରେ ଦୋକାନ ରେ ପଶି ୭୦ ଗ୍ରାମ ସୁନା ଓ ୩.୫ କେଜି ରୂପା ଚୋରୀ ହୋଇଥିବା ଜଣାପଡ଼ିଥିଲା l ଏହି ସଂକ୍ରାନ୍ତ ରେ ଦୋକାନ ମାଲିକ ଜୁନାଗଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଜୁନାଗଡ ପୋଲିସ ଏ ସଂକ୍ରାନ୍ତରେ ଏକ ମାମାଲା ରୁଜୁ କରି ତଦନ୍ତ ଚଳାଇଛି l ସୂଚନା ଯୋଗ୍ୟ ଯେ ଜୁନାଗଡ ସହର୍ ରେ ଚୋରୀ ଉପଦ୍ରବ ବୃଦ୍ଧି ପାଇଛି l କମ୍ ଦିନ ମଧ୍ୟରେ ବାଇକ୍ ଚୋରୀ ଏବ୍ଂ ବିଭିନ୍ନ ସ୍ତlନ ରେ ଟଙ୍କା ପଇସା ଲୁଟ ପାଠ ହେବା ଘଟଣା ଦେଖିବାକୁ ମିଲୁଛି l ତେଣୁ ସହର ରେ ବହୁ ଦିନ ରୁ ପ୍ରସ୍ତାବିତ ସି ସି କେମେରା ଶୀଘ୍ର ଲଗାଇବା ସହର୍ ବସି ଦାବି କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭଣ୍ଡାରୀବସା ଛକ ନିକଟରୁ ଚୋରା ଗଂଜେଇ ଚାଲାଣ ବେଳେ ଚାରି ଗିରଫ 

masiha

ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା। ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ…

Sunil Chandra Nayak

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!