ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୮୦ କେଜି ଗଞ୍ଜେଇ ଜବତ , ଦୁଇ ଗିରଫ

ଫୁଲବାଣୀ ସଦର ଅବକାରୀ ଥାନା ପୋଲିସ ଏକ ଓଆର ୦୫ପି ୩୯୦୭ ମରୁତି କାରରେ ଫୁଲବାଣୀ ରୁ କଟକ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖଜୁରିପଡା ଥାନା ଅନ୍ତର୍ଗତ ବାରପୁଲିଆ ଛକ ନିକଟରେ ଚଢ଼ାଉ କରି ଅବକାରୀ କର୍ମଚାରୀ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଏନ ଡି ପି ଆର ଆକ୍ଟ ପି ଆର ନମ୍ବର ୦୩/୨୦୨୩ – ୨୪ ଏକ ମାମଲା ରୁଜୁ କରି କଟକ ଜିଲ୍ଲାର ଆଠଗଡ ଅଞ୍ଚଳ ର ବଳରାମ ବେହେରା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଦୁଇ ଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉ ରେ କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ସବ ଇନିସ୍ପେକ୍ଟର ସାଗର ଭୋଇ ,ଏ ସ ଆଇ ସୁକାନ୍ତ କୁମାର କଁହର, କନେଷ୍ଟବଳ ଅନୀଲ କୁମାର ବେହେରା, ସଞ୍ଜୀବ ପ୍ରଧାନ, ମିଳନ କୁମାର ସାହୁ ପ୍ରମୂଖ ଚଢ଼ାଉ ରେ ଭାଗ ନେଇଥିବା ଅବକାରୀ ଏସ ଆଇ ସାଗର ଭୋଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି:ଉଧାର ଟଙ୍କା ମାଗିବାରୁ ପେଟ୍ରୋଲ ଢାଳି ଜାଳି ଦେଲେ

masiha

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

Sunil Chandra Nayak

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort