ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟାଙ୍ଗିଆରେ ଆକ୍ରମଣକରି ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ 

ଟାଙ୍ଗିଆରେ ଆକ୍ରମଣକରି ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ 

ନବରଙ୍ଗପୁର, ୨୨/୧–ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସ ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଧନସିଂ ଜାନୀ (୩୫) ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ସୂଚନଯୋଗ୍ୟ:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ର ଶିଂସାରୀ ଫାଣ୍ଡି ଅଧୀନ ରାଜପୁର ଗ୍ରାମର ସୁମନି ଜାନୀ ଓ ଧନସିଂ ଜାନୀ ଗୁରୁବାର ଦିନ ସଂଧ୍ୟା ସମୟରେ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଶୁକ୍ରବାର ଦିନ ସଂଧ୍ୟା ସମୟରେ ସୁମନିଙ୍କ ଶବ ଜମିରେ ପଡ଼ିଥିବା ଗାଇ ଚରାଇବାକୁ ଯାଇଥିବା କିଛି ଲୋକ ଦେଖିଥିଲେ ଏବଂ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଘରକୁ ଆଣିଥିଲେ। ଘଟଣାକୁ ନେଇ ମୃତ ମହିଳାଙ୍କ ପୁତୁରା ଖେମରାଜ ଜାନି ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାର ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଧନସିଂ ଜାନୀ କୁ ଥାନାରେ ଅଟକ ରଖାଯାଇ ଟଙ୍ଗୀଆ ଜବତ କରି ତଦନ୍ତ ଚାଲିଥିଲା | ସୋମବାର ଅଭିଯୁକ୍ତ ଧନସିଂ ଜାନୀ (୩୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୪/୨୪ ରେ ଏକ ମାମଲା ରୁଜୁ ହୋଇଥିଲା |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସିଂଲା ପୁଲିସ ଦ୍ବାରା ଦୁଇଟି ନମ୍ବର ବିହୀନ ବାଲି ଟ୍ରାକ୍ଟର ଜବତ

masiha

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

ବାଇକ କୁ ପିଟିଲା ଇକୋ ଗାଡ଼ି: ଜଣେ ମୃତ ,ଦୁଇ ଆହତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort