ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟପାଡ଼ ଠାରେ ବିଜେଡି ଯୁବ ଓ ଛାତ୍ର ସାଙ୍ଘଠାନିକ ବୈଠକ

ବନ୍ଧୁଗାଁ ତା,୧/୮/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ଯୁବ ଏବଂ ଛାତ୍ର ସଂଘଠନ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀ ଈଶ୍ୱର ପାଣିଗ୍ରାହୀ ଏବଂ ନୂତନ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ I ଆଜିର ଏହି ଅବସରରେ ସମାବେଶକୁ ଆହୁରି ଉତ୍ସାହିତ କରିବା ପାଇଁ,”ଆମ ଓଡ଼ିଶା ନବୀନ ଓଡ଼ିଶା” କର୍ଯ୍ୟକ୍ରମ୍ ମାଧ୍ୟମରେ ବିଜୁ ଯୁବ ଏବଂ ବିଜୁ ଛାତ୍ର ସମାବେଶକୁ ଉଦବୋଧନ ଦେବା ଅବସରରେ ଜିଲ୍ଲା ସଭାପତି ଶ୍ରୀ ଝିନ୍ନ ହୀକକା ଓ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ରାଜ୍ୟ କାର୍ଯୟକାରିଣୀ ସମ୍ପାଦକ ଈଶ୍ୱର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଶ୍ରୀ ରାଧାକାନ୍ତ ସାମନ୍ତରାୟ,OBC, FDCC ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ବିଶୋଇ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଶାନ୍ତ ଗୁପ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀ କୁନି ଅଧିକାରୀ, କୋଟପାଡ ପର୍ଯ୍ୟବେକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ,, ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରେଖର ମାଝୀ,ଜଗା ମିଶନର ଉପଦେଷ୍ଟା ହରି ଶଙ୍କର ରାଉତ, ଜିଲ୍ଲା ଯୁବ ସଭାପତି ଲଲାଟେନ୍ଦୁ ସେଠୀ, ଛାତ୍ର ସଭାପତି, ଆଶିଷ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଗୀତା ମାଝୀ, ଶ୍ରୀ ତ୍ରିପତି ଚାଲାଣ,(ଏନ.ଏ.ଶି )ଯୁବ ସଭାପତି ଶ୍ରୀ ଶ୍ରିମନ୍ତ ପଣ୍ଡା, ଶଶାଙ୍କ ମିଶ୍ର, କିରଣ ପଟ୍ଟନାୟକ,(ଏନ.ଏ. ଶି.) ସଭାପତି ଅରିଫ୍ ପଟେଲ, ବ୍ଲକ୍ ସଭାପତି ଗୋପାଳ ଲାଲ୍, କୋଟପାଡ ପଂଚାୟତ ସମିତି ଅଧ୍ୟକ୍ଷ ତପନ ପାଣିଗ୍ରାହୀ, ସୁଧୀର ମହାନ୍ତି, ସୁଶାନ୍ତ ବକ୍ସି ,ପଙ୍କଜ ପାତ୍ର, ପ୍ରଶାନ୍ତ ମହାନ୍ତି, ବିରେନ୍ ବିଶାଇ, ଏମ. ଡ଼ି. ସଲିମ, ଏବଂ ଅନ୍ୟ ସମସ୍ତ ଯୁବ ଛାତ୍ର ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

Occasions of Chhatara Yatra Online Poetry Reading Session Was Organized

masiha

ଘଷିପୁରା ଆର ଆଇ ଙ୍କ ଭୁଲ ଜମି ମାପ ଯୋଗୁ ବରିଷ୍ଠ ନାଗରିକ ଦମ୍ପତି ପ୍ରଶାସନ ର ଦ୍ୱାରସ୍ଥ

Sunil Chandra Nayak

+୨ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧନା

Leave a Comment

error: Content is protected !!