ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷ।ରେ ଭାଙ୍ଗିଲା ପେଟ ଭୁଲିଆ ସାଇଡ ଗାଡ଼ୟାଲ ବ୍ରିଜ

ଚିଲିଗୁଡା। ( ମ ନି ସ)  ଗତ ଦୁଇଦିନ ଧରି ଲାଗି ରହିଥିବା ପ୍ରବଳ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମର ପେଟ ଭୁଲିଆ ସାଇଡ ଗାଡ଼ ୟାଲ ବ୍ରିଜ ପ୍ରବଳ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି ।ପ୍ରକାଶ ଥାଉକି ଏହି ପେଟ ଭୁଲିଆ ବ୍ରିଜ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରଛି ।ଏଣୁ ଏହାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ଏଥି ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋଜେ ଅଭିଯୋଗ କରିଛନ୍ତି ।ଏହାର ମରାମତି କରା ନ ଗଲେ ପୁଣି ବର୍ଷା ଲାଗି ରହିଲେ ସାଇଡ ଗାଡ଼ ୟାଲ ଟି ଭୁଶୁଡ଼ି ପଡିବ ।ଯାହା ଫଳରେ ଜୁନାଗଡ଼ – କଲମପୁର ରାସ୍ତା ବିଛିନ୍ନ ହେବାର ଆଶଙ୍କା ରହିଛି ।ଏଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଜନସାଧାରଣ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବଡମହୁଲଡିହା ରେ ସାଂସଦଙ୍କ ଦ୍ଵାରା ସ୍ମାର୍ଟ ଅଙ୍ଗନବାଡ଼ି ଏବଂ ମମତା ଗୃହ ଶୁଭ ଉଦଘାଟିତ

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

masiha

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

masiha

Leave a Comment

error: Content is protected !!