ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଙ୍କ ଦାୟିତ୍ଵ ଗ୍ରହଣ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଯୋଗଦାନ କରିଛନ୍ତି। ଶ୍ରୀମତୀ ନନ୍ଦ ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡ଼ିଆଳ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ଉପରେ ପ୍ରାଥମିକତା ସହିତ ଅନେକ ବାକି ରହି ଯାଇଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ବୈଠକରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂତନ ଅଂଚଳ କମିଟୀ ଓ ଗ୍ରାମ କମିଟୀ କର୍ମକର୍ତା ଚୟନ

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!