ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

ଭବାନୀପାଟଣା:୧୮/୦୮ – (ମନିସ):- ଆଜି ଯଥା ତା ୧୮/୦୮/୨୦୨୩ ରିଖ ଶୁକ୍ରବାର ଦିନ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସର ଯୁବ ନେତା ସାଗର ଚରଣ ଦାସ ଙ୍କ ସହଯୋଗ ରେ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ସଦର ବ୍ଳକ ଭବାନୀପାଟଣା କଂଗ୍ରେସ ଦଳର କର୍ମ କର୍ତ୍ତା, ବରିଷ୍ଟ ନେତ୍ରୁ ମଣ୍ଡଳୀ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସମସ୍ତ କଂଗ୍ରେସ ଦଳର ସେଲ୍ ଓ ସମସ୍ତ ସଦର ବ୍ଲକର କଂଗ୍ରେସ କର୍ମୀ ଙ୍କ ଉପସ୍ଥିତି ରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଶେଷରେ ମହାମହୀମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ୯ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା।

 

Related posts

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

ଘରେ ଘରେ କଂଗ୍ରେସ,ଘରେ ଘରେ ହାତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!