ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ଫାଣ୍ଡିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିଲିଗୁଡା (ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ପରିସରରେ ଜୁନାଗଡ଼ ବନାଞ୍ଚଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କ୍ରମ ହୋଇଥିଲା ।ଏଥିରେ ଫାଣ୍ଡି ପରିସର ଭିତରେ ଅନେକ ଗୁଡିଏ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଫରେଷ୍ଟର ନିରୋଧ କୁମାର ଧ ଙ୍ଗ ଡ଼ା ମାଝି ,ଫରେଷ୍ଟ ଗାର୍ଡ ତପସିନୀ ନ।ଏକ ,ରିନା ମାଝି ,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ଉଦ୍ଧବ ମାଝି ,ଗଜାନନ କୁମାର ,ସାହେବ ଛ ତ୍ରିଆ ,କନେଷ୍ଟବଳ ପୀତବାସ ଶବର ,ଯୁବରାଜ ପୁଝ।ରି ପ୍ରମୁଖ ଉପସ୍ଥିତ ଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ 

masiha

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

Leave a Comment

error: Content is protected !!