ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୁ ଜିଲ୍ଲା ଦାବୀ ପ୍ରସଙ୍ଗ ଗଠିତ ହେଲା କୋର କମିଟି

ଜୁନାଗଡ଼୪/୯(ମ ନି ସ) -ନିର୍ବାଚନ ପୂର୍ବରୁ ସରକାର ନୂତନ ଜିଲ୍ଲା ଘୋଷଣା କରିପାରନ୍ତି ଏଥି ପାଇଁ ସାରା ଓଡିଶା ରେ ଯୋଗ୍ୟ ହୋଇ ଥିବା ଅଂଚଳ ମାନେ ଜିଲ୍ଲା ଦାବୀ କରୁଛନ୍ତି l ଏହି ପରିପେକ୍ଷୀ ରେ ଜୁନାଗଡ଼ ଜିଲ୍ଲା ଗଠନ ଆନ୍ଦୋଳନ କୁ ଆଗେଇ ନେମା ପାଇଁ ସ୍ଥାନୀୟ ଆର ଏମ ସି ସଭାଗୃହ ରେ ଜେନେରାଲ କମିଟି ମୀଟିଙ୍ଗ ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତା ଙ୍କୁ ଦାୟିତ୍ୱ ଦିଆ ହୋଇଛି l ଅଵାହକ ଭାବେ ଆଇନଯିବି ହିମାଂଶୁ ଶେଖର ବରାଡ଼ ସହ ଅଵାହକ ପ୍ରଭାତ କୁମାର ଦାସ, ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ସହ ସମ୍ପାଦକ ନରେନ୍ଦ୍ର କୁମାର କ୍ଷିତି ଓ ସଂଯୋଜକ ଭାବେ ଏନ ଏ ସି ଚେୟାର ମେନ ମୁକେଶ ଅଗ୍ରୱାଲ ଓ ଉପଦେଷ୍ଟା ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ପୂ ବିଧାୟକ ଗୋବର୍ଧନ ଦାସ ରହିଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ହିମାଦ୍ରୀ ନାଏକ ଭାଇସ ଚେରମ୍ୟାନ ଏନ ଏ ସି, ପାରିଷଦ ଗୋପାଳ ଚନ୍ଦନ, ସଚିନ ଆନଦାନୀ କାନ୍ହୁ ବୈଠରୁ ,ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ, ମଞ୍ଜୁଲତା ସେଠି, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମିନତୀ ମାଝୀ, ଚକ୍ର ବାଗ, ଓ ବିରଞ୍ଚି ନାରାୟଣ ପଣ୍ଡା, ଦାମୋଦର ବେହେରା, ରଶ୍ମି ରଞ୍ଜନ ନାୟକ, ଚମ୍ପକ ଅଗ୍ରୱାଲ, ଆଦିତ୍ୟ ମହାନ୍ତି,ରବିଶଙ୍କର ସୁନାନୀ, ରଞ୍ଜନ କୁମାର ଜାଲ, ଅନିଲ କୁମାର ପଣ୍ଡା, କୁମ୍ବଳେଶ୍ୱର ପାଣିଗ୍ରାହୀ, ଶିବରାମ ରାଉତ, ଅମିତ ଅଗ୍ରୱାଲ, ପ୍ରମୋଦ କୁମାର ବେହେରା, ଦୁର୍ଗା ପ୍ରସାଦ ନାଏକ, ଅକ୍ଷୟ ମେହେର, ବାନାମ୍ବର ମେହେର ,ଈଶ୍ୱର ପୂଝରୀ, ଅଶୋକ କୁମାର ପାତ୍ର, ଉଦ୍ଧବ ସାହୁ, ପ୍ରେମା ଘି ,ପ୍ରଭାକର ସେଠି, ତାରା ଶଙ୍କର ରାଇଗୁରୁ ,ଯତୀନ୍ଦ୍ର କର, ଦିଲୀପ ମେହେର, (ବାଣିଜରା )ଶାନ୍ତନୁ ଯୋଶୀ, ଦିପେନ ସାହୁ, ନୀଳକଣ୍ଠ ରାଉତ, ହୃଦାନନ୍ଦ ମାଝୀ, ମୋହନ ଭୋଇ, ଯୋଗେସ ଖେମକା, ତାପସ ସାହୁ, ଦେବରାଜ ବାଗ ,ପୱନ ଅଗ୍ରୱାଲ, ଧରଣୀ ଭୋଇ, ପ୍ରକାଶ ନିଆଲ ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି l ପୁନର୍ବାର ଏହି କମିଟି ରେ ସମସ୍ତ ପୁରୁଖା ନେତା ଓ ବୟୋଜଷ୍ଟ ଙ୍କୁ ନେଇ ଆନ୍ଦୋଳନ କୁ ଜୋରଦାର କରିବାକୁ ନିଷ୍ପତି ନିଆ ଯାଇଥିବା ଆବାହକ ସୂଚନା ଦେଇଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’

Sunil Chandra Nayak

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!