ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ଜାତୀୟ ଲୋକ ଅଦାଲତ

ତୃତୀୟ ଜାତୀୟ ଲୋକ ଅଦାଲତ

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜଙ୍କ ତତ୍ୱାବଧାନରେ ପରିଚାଳିତ ତୃତୀୟ ଜାତୀୟ ଲୋକ ଅଦାଲତ ଅବସରରେ, ରାୟଗଡା ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ସମୁଦାୟ ସାତ ଗୋଟି ପାରିବାରିକ ଭରଣ ପୋଷଣ ମାମଲା ସମାଧାନ ହଇପାରିଛି | ଉଲ୍ଲେଖନିୟ ଯେ ଉକ୍ତ ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏବଂ ଫାମିଲି କାଉନ୍ସେଲର ଶ୍ରୀ ଆଶା ଆକାଶ ଗୁରୁ ଉଦ୍ୟମରେ ଏହି ସତଗୋଟି ମାମଲାର ସମାଧାନ ହୋଇପାରିଛି | ପ୍ରକାଶ ଥାଉ କି ଯେ ଉକ୍ତ ଲୋକ ଅଦାଲତରେ ବକେୟା ଭରଣା ପୋଷଣ ବାବଦକୁ ସମୁଦାୟ ଟଙ୍କା ୯,୫୭,୦୦୦/- ବିଭିନ୍ନ ଆବେଦନକ|ରି ସ୍ତ୍ରୀ/ମହିଳା ଅପର ପକ୍ଷ ଠାରୁ ପାଇଥିଲେ |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

Sunil Chandra Nayak

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

Leave a Comment

error: Content is protected !!