ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ସେବା ସଚେତନତା ଶିବିର

ଆଇନ ସେବା ସଚେତନତା ଶିବିର

ଜୁନାଗଡ଼,୨୬/୯(ମ ନି ସ) ତାଲୁକ୍ ଆଇନ ସେବା ସମିତି ଜୁନାଗଡ଼ ଦ୍ଵାରା ବଳଧିଆମାଲ ଖଗେଶ୍ବର ମେହେର ଉଚ୍ଚ ବିଦ୍ୟାଳୟରେ ପୋକ୍ସ ଆକ୍ଟ ଓ ପିଡୀତାଙ୍କୁ କ୍ଷତିପୂରଣ ଉପରେ ଆଧାରିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ତଳୁକ୍ ଆଇନ ସେବା ସମିତି ଜୁନାଗଡ଼ ର ଅଧକ୍ଷା ନ୍ୟାଧିକାରୀ ସୀଙ୍କୁନ ରାୟ ମୁଖ୍ୟ ଅଥିତି ଭାବରେ ଯୋଗ ଦାନ କରି ଥିଲେ। ଜୁନାଗଡ଼ ବାର ସଭାପତି ଅଶୋକ ପାତ୍ର, , ସରକାରୀ ଓକିଲ ଦିଗାମ୍ବର ନାୟକ, ଧନେଶ୍ଵର ନାୟକ, ତଳୁକ୍ ଆଇନ ସେବା ସମିତି ଜୁନାଗଡ଼, ସୁବାସ ଚନ୍ଦ୍ର ନାୟକ,ସୁବାସ ଚନ୍ଦ୍ର ନାଏକ ପ୍ରଧାନ ଶିକ୍ଷକ ଖଗେଶ୍ବର ମେହେର ଉଚ୍ଚ ବିଦ୍ୟାଳୟ,ପ୍ରଶାନ୍ତ ନନ୍ଦ, ସନ୍ଦୀପ କୁମାର ପାଢୀ, ମାନସ କୁମାର ନାୟକ, ରାଜକୁମାର ମେହେର, ରଜନୀକାନ୍ତ ନାଗ, ଦିଲ୍ଲୀପ କୁମାର ପୁଝାରୀ ଅନ୍ୟାନ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତଳୁକ୍ ଆଇନ ସେବା ସମିତି ଜନଗଡ ର ଅଧକ୍ଷା ଶ୍ରୀମତି ସୀଙ୍କୁନ ରାୟ ଉକ୍ତ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ପୋକ୍ସ ଆଇନ ବିଷୟରେ ବିସ୍ତୃତ ଭାବରେ ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ସଭାପତି ଅଶୋକ ପାତ୍ର, ସରକାରୀ ଓକିଲ ଦିଗାମ୍ବର ନାୟକ, ଉପସ୍ଥିତ ଛାତ୍ରୀ ମାନଙ୍କୁ ଉକ୍ତ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ଧାନେଶ୍ଵର ନାୟକ ପ୍ରଦାନ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

masiha

Leave a Comment

error: Content is protected !!