ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବିଡ଼ିଓଙ୍କ ଯୋଗଦାନ

ନୂତନ ବିଡ଼ିଓଙ୍କ ଯୋଗଦାନ

ପାପଡାହାଣ୍ଡି,11/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ନୂତନ ବିଡ଼ିଓ ଭାବେ ଦୁର୍ଯ୍ୟୋଧନ ଭୋଇ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହି ଅଵସରରେ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକର ସମସ୍ତ ବିଭାଗର ଅଧିକାରୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ଖବର ଦାତା ସଂଘ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ସଦରର ରାସ୍ତା ଘାଟ ଓ ବିଭିନ୍ନ ସମସ୍ୟା ନେଇ ଖବର ଦାତା ମାନେ ଅବଗତ କରିଥିଲେ | ଅଗାମି ଦିନରେ ବ୍ଲକର ଉନ୍ନତି ମୂଳକ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି | ଏଥି ପୁର୍ବରୁ ସେ ନବରଙ୍ଗପୁର ଜିଲ୍ଲା ଡେପୁଟି କଲେକ୍ଟର ଭାବେ ଥିଲେ | ପୂର୍ବତନ ବିଡ଼ିଓ ଦିବାକର ବାଗଙ୍କୁ ଲମତାପୁଟ ବିଡ଼ିଓ ଭାବେ ବଦଳି ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

Sunil Chandra Nayak

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

masiha

ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କ ଡକ୍ଟରେଟ ଲାଭ, ଦିଲ୍ଲୀ ଫରିଦାବାଦରେ ମିଳିଲା ସମ୍ମାନ

masiha

Leave a Comment

error: Content is protected !!