ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ଜନ ସମ୍ପର୍କ ଯାତ୍ରା 

କଂଗ୍ରେସର ଜନ ସମ୍ପର୍କ ଯାତ୍ରା 

ଚିଲିଗୁଡା ତା ୧୩/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ତଳ ମଲା ଗ୍ରାମରୁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା କଳାହାଣ୍ଡି କିଷାନ କଂଗ୍ରେସ କମିଟିର ସଭାପତି ତୁଲେଶ୍ୱର ନ।ଏକ ଙ୍କ ନେତୃତ୍ୱରେ ଆଜି ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କଂଗ୍ରେସ ର ଶତାଧିକ କର୍ମୀ ଏହି ଜନ ସମ୍ପର୍କ ଯାତ୍ରାରେ ସାମିଲ ହୋଇ ଘରେ ଘରେ କଂଗ୍ରେସ ଘରେ ଘରେ ହାତ ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ ।ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଅନେକ ଗ୍ରାମକୁ କଂଗ୍ରେସ କର୍ମୀମାନେ ଯାଇ ଲୋକଙ୍କ ସହିତ ମିଶି ଜନ ସମ୍ପର୍କ ଯାତ୍ରୀ ର ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଭାବରେ ପ୍ରମିଳା ପଧାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା 

Sunil Chandra Nayak

ସମ୍ବଲପୁର ଆକ୍ରମଣ ଘଟଣା କୋକସରା ଠାରେ ପ୍ରତିବାଦ, ବିଡ଼ିଓଙ୍କୁ ଦାବିପତ୍ର

Sunil Chandra Nayak

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!