ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ କଲ୍ୟାଣ ସାମ୍ୱାଦିକ ସଂଘ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା

ଜନ କଲ୍ୟାଣ ସାମ୍ୱାଦିକ ସଂଘ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା

ଗୋଲାମୁଣ୍ଡା/୧୨/୧୦/୨୩/ନିର୍ଭୟ ନିରପେକ୍ଷ ମସିହା /ବହୁତ ଦୁଃଖର ସହିତ ଜଣାଇବାକୁ ଛାହୁଁଛୁ ଯେ, ଜନ କଲ୍ୟାଣ ସାମ୍ୱାଦିକ ସଂଘର ଉପ ଖଣ୍ଡର ଜାଗୃତି ପ୍ରତିନିଧି କପୂରର୍ଚ୍ଚନ ସେଠୀଆଙ୍କ ପ୍ରଥମଝିଅ ସ୍ଵର୍ଗତ ପ୍ରିୟଙ୍କା ଙ୍କର ଦେହାନ୍ତ ଗତ ତା ୬/୧୦/୨୩ଦିନ ଭବାନୀ ପାଟଣା ଜିଲ୍ଲା ମେଡିକାଲ ରେ ଦେହାନ୍ତ ହେବାରୁ ପାରିବାରଙ୍କ  ମର୍ମାହତ ରେ  ବେଦନା ସୃଷ୍ଟି  ହୋଇଛି, ଏହି ପରିପରେକ୍ଷୀରେ ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ୱାଦିକ ସଂଘର ସମ୍ପାଦକ , ଈଶ୍ୱର ପଟେଲ୍, ଖିରସିନ୍ଦୁ ପଟେଲ୍, ଉପ ସଭାପତୀ ଲବ୍ଜି ପଟେଲ୍, ମହେନ୍ଦ୍ର ଦାସ, କୋଷଧକ୍ ରବୀନ୍ଦ୍ର କୁମାର ରାଉତ, ଧନେଶ୍ଵର ଭାଟି, ପ୍ରିୟ କୃଷ୍ଚ ପଟେଲ୍, ସଂଘ ସଭାପତି ରାମ କୁମାର ସେନାପତି ପ୍ରମୁଖ ଉପସ୍ଥିତି ରହି ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇବା ସହ ପାଞ୍ଚମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଳ ମସିହା

Related posts

ପୁସ୍ତକ ମେଳା ର ତୃତୀୟ ସଂଧ୍ୟା

Sunil Chandra Nayak

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

କୃଷି,କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ – ୨୦୨୩

Leave a Comment

error: Content is protected !!