ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

ଢେଙ୍କାନାଳ -(ମନିସ )29/10/23 // ଢେଙ୍କାନାଳ ଇନ୍ଦିପୁର୍ କଂସାରି ସାହି ପୂଜା କମିଟି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ,ଶ୍ରୀ ସୁକ୍ତରେ ଆହୁତି ଓ ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା। ଓ ପ୍ରତେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ମଣ୍ଡଳ ପୂଜା ସକାଳୁ ବିଭିନ୍ନ ଭୋଗ ଲାଗି କରାଯିବ ମହାଲକ୍ଷ୍ମୀ ପ୍ରତେକ ଦିନ ମଧ୍ୟାହ୍ନ ଅର୍ନ୍ନ ଧୂପ ସନ୍ଧ୍ୟା ଆଳତି ରାତ୍ର ଅର୍ନ୍ନ ଧୂପ ଲାଗି କରାଯିବ ।୯ଦିନ ଧରି ପୂଜା କରାଯିବ। ସଭାପତି ଶ୍ରୀ ଭଗବାନ କମିଟି ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ 

masiha

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

Leave a Comment

error: Content is protected !!