ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରୁ ଗଡ଼ିଲା ଲଷ୍ମୀ ବସ

ଜୁନାଗଡ଼ ରୁ ଗଡ଼ିଲା ଲଷ୍ମୀ ବସ

ଜୁନାଗଡ଼,୨/୧୧(ନି.ପ୍ର)ଜୁନାଗଡ଼ ବ୍ଲକ ସଦର ମହକୁମା ରୁ ବିଭନ୍ନ ପଞ୍ଚାୟତ କୁ ଓଡିଶା ସରକାରଙ୍କ ଲଷ୍ମୀ ବସ ସେବା ଆରମ୍ଭ ହୋଇଛି ।ଏଥିନେଇ ଆଭ୍ୟନ୍ତରୀଣ ଇଲାକା ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜୁନାଗଡ଼ ବ୍ଲକ ପାଇଁ ଆସିଥିବା ଳଷ୍ମୀ ବସକୁ ଆନୁଷ୍ଠାନିକ ଭାବେ ବିଡ଼ିଓ ଦେବାଶିଷ କର ପତାକା ଦେଖା ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର,ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର, ଉପାଧକ୍ଷ୍ୟ ପ୍ରମୋଦ ବେହେରା, ସରପଞ୍ଚ ସଂଘ ସଭାପତି ତାରାଶଙ୍କର ରାଇଗୁରୁ , ଜିପିଇଓ ରାଜେନ୍ଦ୍ର ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ,ସୁପରଭାଇଜର ପାର୍ବଣ ମସରା ବିଭନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଅଧିକାରୀ ସମୂହ ଉପସ୍ଥିତ ରହି ଥିଲେ।ପ୍ରଥମେ ଏହି ବସ ସେବା ବକ୍ସସି ତୁଳସିପାଲି, ମେରିଆ ବନ୍ଧଲି, ବନମାଲିପୁରଓ ତଳ ଜାରିଙ୍ଗକୁ ଆରମ୍ଭ ହୋଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

masiha

ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!